Subarnapur

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି... Read More
ଭୁବନେଶ୍ୱର : ଆଜି ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲାରେ ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଦୁଇ ଜିଲ୍ଲାରେ... Read More
ସୁବର୍ଣ୍ଣପୁର : ଏସଟିଏଫ କ୍ରାଇମବ୍ରାଞ୍ଚ କବଜାରେ ବଡ଼ ଜାଲ ନୋଟ ରାକେଟ୍ । ସୁବର୍ଣ୍ଣପୁର ଜିଲ୍ଲାରେ ୪୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ।... Read More
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା କୋଟ ସମଲେଇ ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ତାଲା କାଟି ଚୋରି ହୋଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହେବା... Read More
ସୁବର୍ଣ୍ଣପୁର : ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲାବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲକ ବିହାରୀ ପୋଢ।... Read More
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକରେ ତାର ବୋଝେଇ ପିକଅପ୍ ଜବତ । ଟାଟାପାୱାର ଲେଖା ଥିବା ଗାଡିକୁ ଅଟକ ରଖୁଛନ୍ତି ଅଞ୍ଚଳବାସୀ । ଏହାସହ ଡ୍ରାଇଭର ଓ ଗାଡ଼ିକୁ... Read More
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଘୁଲିଆପଦର ଗାଁ ମୁଣ୍ଡର କେନାଲ ବ୍ରିଜତଳେ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ବରଗଡ଼ ଜିଲାର ବରଗଡ଼... Read More
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ତହସିଲ ଅନ୍ତର୍ଗତ ଚିନ୍ଦାଜୁରୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅ ବୋହୂଙ୍କ ଝଗଡ଼ା ରୋକିବାକୁ ଯାଇ ପୁଅର ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ବାପା ଗଙ୍ଗାଜଳ... Read More
ସୁବର୍ଣ୍ଣପୁର : ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଦ୍ୱାରା ସୋନପୁର ବ୍ଲକର ଗଡିଆଠାରେ ଏକ୍ସନ୍ ଏଡ୍ ଏସୋସିଏନ ଭୁବନେଶ୍ୱର ସହାୟତାରେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆରର ସହଯୋଗିତାରେ ୧୦ ଜଣ ଏକାକୀ ମହିଳାଙ୍କୁ... Read More
ସୁବର୍ଣ୍ଣପୁର : କାର ଧକ୍କାରେ ଜଣେ ଛାତ୍ରର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲା ସରଧାପାଲି ସ୍କୁଲ ନିକଟରେ । ମୃତ... Read More

Categories

You may have missed