ଅସାବଧାନତା ହେତୁ ଲୁଗାରେ ଲାଗିଲା ନିଆଁ, ମହିଳା ଗୁରୁତର ଢେଙ୍କାନାଳ ଅସାବଧାନତା ହେତୁ ଲୁଗାରେ ଲାଗିଲା ନିଆଁ, ମହିଳା ଗୁରୁତର February 14, 2022 ଢେଙ୍କାନାଳ : ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସିଥିଲେ ମହିଳା ଅସାବଧାନତା ହେତୁ ଲୁଗାରେ ଲାଗିଗଲା ନିଆଁ । ଯାହାଫଳରେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି ।... Read More