ସିମୁଳିଆ : ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ବାଲିକଣା ଆଦିବାସୀ ସାହିରେ ବୁଧବାର ମଧ୍ୟାହ୍ନରେ ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ ଘଟି ବିଜୟ ସରେନଙ୍କ ୨ବଖରା ଜଳି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଘରର ସମସ୍ତ ଆସବାବପତ୍ର ସମେତ ଧାନ ଚାଉଳ ଜଳିଯାଇଥିବାର ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ଅଡ଼ା ଦମକଳ ପହଞ୍ଚିଥିଲା ।
Post Views: 3,820