ଶନିବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ ପଡିଥାଏ ଶନି ମହାଦଶା
ଆଜି ଆମ୍ଭେ କହିବାକୁ ଯାଉଅଛୁ ଶନିବାର ଦିନ କେଉଁ ସବୁ କାର୍ଯ୍ୟ କରିଲେ ଆପଣ ଧୀରେ ଧୀରେ ଦାରିଦ୍ର୍ୟ ଆଡକୁ ଅଗ୍ରସର ହେବେ । ଶନିବାର କୁ ଆମ୍ଭେ ମାନେ ଶନିଦେବ ଙ୍କ ବାର ବୋଲି କହିଥାଉ । ଶନିଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । ଶନିବାର ରେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଆଜି ଆମ୍ଭେ ଏହି ସମ୍ବନ୍ଧରେ ଆଲୋଚନା କରିବା । ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । ଏହି ଜିନିଷ ଗୁଡିକ ଯଦି ଆମ୍ଭେ ଘରକୁ ଆଣିଥାଉ ତେବେ ରୋଗ ବୈରାଗ୍ୟ ସହିତ ଦରିଦ୍ର ମଧ୍ୟ ଆମ୍ଭ ଘରକୁ ଆସିଥାଏ ।
ଶନିବାର ଦିନ ଭାଙ୍ଗିଥିବା ଆଇନା ବ ପାନିଆର ବ୍ୟବହାର ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହା ଅନୁଚିତ ହୋଇଥାଏ । ଏହା ଦ୍ଵାରା ଶନିଦେବଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ଏବଂ ଜୀବନରେ ନାନା ପ୍ରକାରର ସମସ୍ୟା ଲାଗିରହିଥାଏ । ଶନିବାର ଦିନ ସ୍ନାନ ନ କରିବା ମଧ୍ୟ ଅଶୁଭ ବୋଲି ବେବେଚିତ କରାଯାଇଛି । ଏହି ଦିନ ପିଆଜ, ରସୁଣ, ଆମିଷର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ଶନିଦେବ ଙ୍କ କୋପ ଦୃଷ୍ଟିର ଶିକାର ହେବାକୁ ପଡିପାରେ ।
ବନ୍ଧୁଗଣ ଶନିବାର ଦିନ କୌଣସି ତେଲ ଘରକୁ କିଣି ଆଣନ୍ତୁ ନାହିଁ । ଯଦି ଆପଣ ତେଲ ଆଣିଥାନ୍ତି ତେବେ ଏହା ସହିତ ରୋଗ, କଷ୍ଟ ସହିତ ଦରିଦ୍ରତା ଆପଣଙ୍କ ଘରକୁ ଆସିଥାଏ । ମାତ୍ର ଯଦି ଆପଣଙ୍କ ଶନିଦଶା ରହିଅଛି ଆପଣ ଶନିବାର ଦିନ ଭଗବାନ ଶନି ଙ୍କ ଉପରେ ରାଶି ତେଲ ଲାଗି କରି ପାରିବେ । ଏପରି କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଧାନ ବୃଦ୍ଧି ମଧ୍ୟ ହୋଇଥାଏ ।
ଯେଉଁ ବ୍ୟକ୍ତିମାନେ ପ୍ରତିଦିନ କ୍ଷୀର ଖାଇବାକୁ ପସନ୍ଦ କରିଥାନ୍ତି ସେମାନେ ଶନିବାର ଦିନ ଏଥିରେ କିଛି ହଳଦୀ କିମ୍ବା ଗୁଡ ପକାଇ ଖାଆନ୍ତୁ । ସେହିପରି ଦହି ଖାଉଥିବା ବ୍ୟକ୍ତି ଏଥିରେ ଲଙ୍କା ଚକଟିକି ଖାଆନ୍ତୁ । ଏହା ଦ୍ବାରା ଶନିଦେବ ଙ୍କ କୋପ ଦୃଷ୍ଟିରୁ ମୁକ୍ତ ରହିବେ । ଏବଂ ଶନିଦେବ ଙ୍କ କୃପା ଅପନକ ଉପରେ ରହିଥାଏ । ତେବେ ବନ୍ଧୁଗଣ ପ୍ରଭୁ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ ଆମ ପେଜ କୁ ଲୟକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।