ଦୁଃଖଯାହାକୁ କହୁଛସେ ତୁମଦୁଃଖ ରେ ଦୁଖୀ ତବନ୍ଧୁନହେଲେ ତୁମ ଦୁଃଖ କୁହସରେ ଉଡେଇ ଦେବକାହିଁକି ନାଆଜିର ଦୁନିଆ ରେପାଖରେ ଛିଡା ହୋଇମଜା ଦେଖିବାକୁ ଅନେକଆସନ୍ତିବିପଦ ବେଳକୁପଛ ଘୁଞ୍ଚା ଦିଅନ୍ତି?♀?♂?♀?♂?♀?♂?♀?ଜୟ ଜଗନ୍ନାଥ ?... Read More
ଅନୁଚିନ୍ତା
ନିଜର ଦୁର୍ବଳଲୁଚାଇବା ପାଇଁ ଅନ୍ୟକୁଦେଖି ହସି ଦେଉବନ୍ଧୁମୁଢ ମନତୋ’ର ବୁଝି ପାରେ ନାହିଁତୋ’ଅ ଦୁର୍ବଳ ଦେଖିଅନ୍ୟମାନେଫାଇଦା ଉଠାନ୍ତିମୁଚୁକା ହସ ଟେ ମାରି କୁହନ୍ତିଦୁର୍ବଳ କୁ କେବେସବଳ ହେବାର ସୁଯୋଗଦେବା ନାହିଁ????????ଜୟ ଜଗନ୍ନାଥ ?... Read More
ମଣିଷ ଯାହା କୁହେସେ କଥା ଯଦିଅକ୍ଷରେ ଅକ୍ଷରେ ପାଳନକରନ୍ତାବନ୍ଧୁନିଜେ ବଦଳି ଯାଆନ୍ତାଦୁନିଆ ବି ବଦଳି ଯାଆନ୍ତାକାହିଁକି ନାଦୁନିଆ କୁ ବଦଳିବା କୁ ହେଲେପ୍ରଥମେ ନିଜକୁଦୁନିଆ ପାଇଁବଦଳାଇବା କୁ ପଡିବ????????ଜୟ ଜଗନ୍ନାଥ ?... Read More
ତୁମ ପାଖରେଯେତେ ଗୁଣ ଥିଲେକ’ଣ ହେବଚରିତ୍ର ନଥିଲେ ସବୁ ବେକାରବନ୍ଧୁତୁମ ପାଖେ ଚରିତ୍ର ଭଲ ଥିବଦୁନିଆ ର ସବୁ ଦାଗତୁମ ପାଖେ ଫିକା ପଡିଯିବକଥାରେ ଅଛିକାଣି କହୁଛି କଣାକୁଆ ଦେଖିଯିବାଦୁନିଆ ରଙ୍ଗକୁ????????ଜୟ ଜଗନ୍ନାଥ ?... Read More
ଗୀତା କହେ ଧର୍ମ କରକିନ୍ତୁମନ କହେ ସତ କହବନ୍ଧୁଜୀବନ କହେସଂସାର ଜାଲ ରେବୁଡି ରହିଛୁମିଛ କହିବା କୁ ତୋର ମନମିଛ ନ କହିନିଜକୁ ଇଶ୍ବରଙ୍କ ପାଖରେଆତ୍ମସମର୍ପଣ କଲେମୁକ୍ତି ପାଇ ଯିବୁ?♀?♂?♀?♂?♀?♂?♀?ଜୟ ଜଗନ୍ନାଥ ?... Read More
ବହିରୁ ଗୋଟିଏ ପୂଷ୍ଠାଚିରି ଯାଏବହିରୁ କ’ଣ ଜ୍ଞାନ କମିଯିବତୁମର ଗୋଟିଏ ଭୁଲ୍ ହୁଏତୁମେ କ’ଣସବୁଦିନ ଭୁଲ୍ ହୋଇ ରହିଥିବବନ୍ଧୁଭୁଲ୍ ଠାରୁ ବି କିଛି ଶିକ୍ଷା ମିଳେଯାହା ଠିକ୍ ର ରାସ୍ତା ଦେଖାଏକଥାରେ ଅଛିଦେଖି ହସୁଥିଲୁ... Read More
ଗଛରୁଗୋଟିଏ ଡାଳ ଭାଙ୍ଗିଗଲେଗଛ କ’ଣ ଭାଙ୍ଗିପଡେବନ୍ଧୁତୁମକୁଜଣେ ଖରାପ କହିଲାତୁମେ କ’ଣ ଖରାପଯଦିଦୁନିଆ ତୁମକୁ ଖରାପ କହେତୁମେ ଖରାପକାହିଁକି ନାଖରାପ ହେବା ପାଇଁଗୋଟିଏ ମିନିଟ୍ ସମୟ ଲାଗେକିନ୍ତୁଭଲ ହେବା ପାଇଁବର୍ଷ ବର୍ଷ ସମୟ ଲାଗେ?♀?♂?♀?♂?♀?♂?♀?ଜୟ ଜଗନ୍ନାଥ... Read More
ମଣିଷ ନିଜରସ୍ବାର୍ଥ ପୁରଣ ପାଇଁ ଅନ୍ଯକୁବିପଦ ଆଗକୁ ଠେଲି ଦିଏକାହିଁକି ନାନିଜକୁ ଅତି ଚାଲାକ ଭାବିଦୁନିଆ ଆଖିରେ ଧୂଳି ଦେଇଖସି ଯିବାକୁ ବସେବନ୍ଧୁସମସ୍ତଙ୍କ ଆଖିରେ ଧୂଳି ଦେବକିନ୍ତୁଯିଏ ଦିନ ରାତି କରନ୍ତିତାଙ୍କୁ କି ଧୂଳି... Read More
ସ୍ବାଦ ପାଇଁ ପାଟିଭଲମନ୍ଦ ବୁଝେ ନାହିଁକାହିଁକି ନାପାଟି ହିଁ ଖାଦ୍ୟ ରମଜା ନିଏବନ୍ଧୁସ୍ବାଦ ପଛରେ ଧାଇଁ ଧାଇଁଅନେକ ପାପରେପେଶି ହୋଇ ଯାଉଛି ମଣିଷ????????ଜୟ ଜଗନ୍ନାଥ ?... Read More
ଜଗତର ପ୍ରାଣୀକୁଯେ ମଙ୍ଗଳ କାମନା କରନ୍ତିସେ ହେଉଛନ୍ତି ଇଶ୍ବରକାହିଁକି ନାଇଶ୍ବର କାହାକୁଘୃଣା କରନ୍ତି ନାହିଁଜଗତ ପ୍ରେମରେ ସମସ୍ତଙ୍କୁବାନ୍ଧି ରଖିଛନ୍ତିଯେଉଁଠି ପ୍ରେମ ନାହିଁସେଠି ଇଶ୍ବର ନଥାନ୍ତି????????ଜୟ ଜଗନ୍ନାଥ ?... Read More