ବିଜ୍ଞାନ

ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡରେ କରାଯାଇଥିବା ଏକ ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ୍ ମଣିଷ ରକ୍ତରେ ଦେଖାଦେଇଛି । ଯାଞ୍ଚ ପରେ କୁହାଯାଇଥିଲା... Read More
ଲଣ୍ଡନ : କରୋନା ‘ଡେଲ୍ଟା’ ଭାରିଆଣ୍ଟର ପ୍ରକୋପ ସମ୍ପୂର୍ଣ୍ଣ କମିନାହିଁ । ଆଉ ଏତିକି ବେଳେ କାୟା ବିସ୍ତାର କରିବାରେ ଲାଗିଛି ‘ଓମିକ୍ରନ୍’ ଭାରିଆଣ୍ଟ । ଆଉ ଏହାକୁ ନେଇ ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ଚିନ୍ତା... Read More
ନୂଆଦିଲ୍ଲୀ : କୋରୋନା ଭାଇରସର ଉତ୍ପତ୍ତିରେ ଚୀନ୍‌ର ଏକ ବଡ଼ ହାତ ଥିଲା କାରଣ ସେ କ୍ରମାଗତ ଭାବେ ଉହାନ୍ ଲ୍ୟାବ ଲୁଚାଇବାକୁ ଚେଷ୍ଟା କରୁଥିଲା । ବ୍ରିଟେନର ସାଂସଦମାନେ ଏଭଳି ସୂଚନା ପାଇଛନ୍ତି... Read More
ଆଜିର ଏହି ଆର୍ଟିକିଲରେ ଆମେ ଏକ ନୂତନ ବିଷୟବସ୍ତୁ ଉପରେ ଆଲୋଚନା କରିବା। ଆଜିର ବିଷୟବସ୍ତୁ ହେଉଛି ଆପଣ ଯଦି ଏହି ଭୁଲ କରୁଛନ୍ତି ତେବେ ଜନ୍ମ ହୋଇଥାଏ ଯାଆଁଳା ଛୁଆ।ଏଥିପାଇଁ ଏହି ଆର୍ଟିକିଲକୁ... Read More
୯ ବର୍ଷରୁ କମ୍ ଶିଶୁମାନେ କମ୍ପ୍ୟୁଟର ବ୍ୟବହାର କରିବା ଉଚିତ ନୁହେଁ ବୋଲି ଏଇ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ପ୍ରକାଶ ପାଇଛି । ଏହା ସେମାନଙ୍କର ମସ୍ତିଷ୍କର ବହୁତ କ୍ଷତି ଘଟାଉଛି ବୋଲି... Read More
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରଯୁକ୍ତି ଦିବସରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହୀ ଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:“ଜାତୀୟ ପ୍ରଯୁକ୍ତି ଦିବସରେ,... Read More
ସବୁ ବାସନ ପରି ନନ୍‌ଷ୍ଟିକ୍ ବାସନରେ ରୋଷେଇ ହେଉଛି । ଏହାଦ୍ୱାରା ତେଲ କମ୍ ଖର୍ଚ୍ଚ ହୋଇଥାଏ ବୋଲି ଅନେକଙ୍କର ମତ । ହେଲେ ଏ ବାସନ ରୋଗର କାରଣ କିପରି ହୋଇପାରେ ବୋଲି... Read More
ବର୍ତମାନ ମୋଟାପଣକୁ ନେଈ ବିଶ୍ୱର ଅଧିକାଂଶ ଲୋକ ଚିନ୍ତିତ । ଏ ପର୍ଯ୍ୟନ୍ତ ଏହାର ଅନେକ କାରଣ ଉପରେ ଅନୁମାନ ଲଗାଯାଇସାରିଛି । କିନ୍ତୁ ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏଭଳି ଏକ... Read More
ଚୀନ୍‌ର ବୈଜ୍ଞାନିକମାନେ ଏଭଳି ଏକ ରୋବଟ୍ ତିଆରି କରିଛନ୍ତି, ଯାହା ପାଣି ଉପରେ ଚାଲି ପାରିବ । ଝେଜିଆଙ୍ଗ ୟୁନିଭର୍ସିଟିର ବୈଜ୍ଞାନିକମାନେ ତିଆରି କରିଥିବା ଏହି ରୋବଟ୍‌ରେ ରହିଛି ୧୦ଟି ଜଳ ଅପସାରଣ ଗୋଡ଼... Read More
ହିନ୍ଦୁ ଶାସ୍ତ୍ରରେ ବାଉଁଶ ଜଳାଇବା ନିଷେଧ | ବାଉଁଶ ଜଳାଇଲେ ପିତୃ ଦୋଷ ଲାଗିଥାଏ | ବାଉଁଶ ବଂଶ ବଢ଼ିବାର ପ୍ରତୀକ ହୋଇଥିବା କାରଣରୁ ଏହାକୁ ଜାଳିଲେ ବଂଶ ବୁଡ଼ିଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବାଉଁଶରେ... Read More

Categories

You may have missed