Day: May 12, 2023

ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ଖେଳାଯିବ ଏକ ଦମଦାର ମ୍ୟାଚ୍ । ଓ୍ବାଙ୍ଖେଡେରେ ମୁହାଁମୁହିଁ ହେବେ ୫ଥର ଚାମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଆନ୍ ଗୁଜରାଟ ଟାଇଟନ୍ସ ।... Read More
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି... Read More
ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଆଧାରରେ ରଥଖଳାରେ ବିଜେ କରିବେ ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟ ରୁ... Read More
ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ‘ମୋକା’। ଆଜି ସକାଳ ୫ଟା ୩୦ ମିନିଟ ସୁଦ୍ଧା ‘ମୋକା’ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା... Read More
ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ୪ଟି ହାତୀ । କାଟ୍ରାଗାଡା ଅଞ୍ଚଳରେ ଏହି ଘଟଣା ଘଟିଛି । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ... Read More
ଝାରସୁଗୁଡ଼ା : ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ଏଥର କିଏ ବାଜିମାରିବ, ତାହା ମଧ୍ୟାହ୍ନ ସୁଦ୍ଧା ଜଣାପଡ଼ିଥିବା ସମ୍ଭାବନା ରହିଛି। ଭୋଟ୍ ଗଣନା... Read More
ନୂଆଦିଲ୍ଲୀ : ଆଜି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ... Read More
ପ୍ରତି ବର୍ଷ ମେ’୧୨କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ନର୍ସ ଦିବସ ବା ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କର ବଡ଼ ଯୋଗଦାନ ରହିଥାଏ। ତାଙ୍କର ଏହି ଯୋଗଦାନକୁ ସମ୍ମାନ... Read More

Categories

You may have missed